ଲଂଚ ବଦଳରେ ପଂଚ ଘଟଣା: ହିତେଶାଙ୍କ ବିରୋଧରେ ଏଫଆଇଆର ରୁଜୁ
ବାଙ୍ଗାଲୋର: ବାଙ୍ଗାଲୋରରେ ଜୋମାଟୋ କର୍ମଚାରୀ କାମରାଜ ମାଡ ମରିଥିବା ଅଭିଯୋଗ କରିଥିବା ମଡେଲ ହିତେଶା ଚନ୍ଦ୍ରାଣୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ହିତେଶା ଅନଲାଇନରେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ । ଏହା ବିଳମ୍ବରେ ପହଂଚାଇବାରୁ କାମରାଜଙ୍କ ଉପରେ ହିତେଶା ବିରକ୍ତ ହୋଇଥିଲେ ।…