Latest Odisha News

BREAKING NEWS

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା…

ଦେଶରେ ଦିନକରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: କରୋନା ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ଦେଶବ୍ୟାପୀ ଜାରି ରହିଛି ଟିକାକରଣ ଅଭିଯାନ । ଗତକାଲି ଗୋଟିଏ ଦିନରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ୨୪ ଘଣ୍ଟାରେ ଦିଆଯାଇଥିଲା ମୋଟ୍ ୩୦ ଲକ୍ଷ ୩୯ ହଜାର ଡୋଜ୍ ଟିକା । ଏଥିରେ ୨୬ଲକ୍ଷ ଜାର ଲୋକଙ୍କୁ ଟିକାର…

କାହିଁକି ଆଷ୍ଟ୍ରା ଜେନେକା ଟିକା ବ୍ୟବହାରକୁ ନେଇ ଉଠୁଛି ପଶ୍ନ?

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟକୁ ଏଡାଇବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ସମୟ ମଧ୍ୟରେ କେତେକ ୟୁରୋପୀୟ ଦେଶ ଏକ କରୋନା ଟିକାର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ନେଦରଲ୍ୟାଣ୍ଡ, ଡେନମାର୍କ, ନରୱେ ଏବଂ…

ଏପ୍ରିଲ ୮ରେ ମୁକ୍ତିଲାଭ କରିବ ଅଭିଷେକ ବଚ୍ଚନଙ୍କ ‘ବିଗ୍‌ ବୁଲ୍‌’

ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବିଗ୍ ବୁଲ୍‌' ଏପ୍ରିଲ୍ ୮ ରେ ଡିସ୍ନି ହଟଷ୍ଟାରରେ ମୁକ୍ତିଲାଭ କରିବ। ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଭିଷେକ ମୁଖ୍ୟ…

ଦେଶରେ ୨୪ ଘଣ୍ଟାରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶୂନ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଛି ଦୈନିକ କରୋନା କେସ୍ । ମୃତ୍ୟୁସଂଖ୍ୟା ବି ବଢ଼ିଛି । କିନ୍ତୁ ନିର୍ଦ୍ଦିଷ୍ଟ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ କେହି ଆକ୍ରାନ୍ତ ମୃତ୍ୟୁବରଣ କରି ନାହାନ୍ତି । ଏସବୁ ରାଜ୍ୟ ହେଲା ଓଡ଼ିଶା, ରାଜସ୍ଥାନ,…

ଆଜି ଆସୁଛନ୍ତି ସ୍ବତନ୍ତ୍ର ଟାସ୍କଫୋର୍ସର ୨ ଜଣିଆ ଟିମ୍, ଶିମିଳିପାଳର କରିବେ ସମୀକ୍ଷା 

ବାରିପଦା: ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜିବାକୁ ଆସୁଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ କେମିତି ଲାଗିଲା ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିବ ଏହି ଟିମ୍ ।  ଦିନ ସାଢେ ୧୨ଟା ବେଳକୁ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? ଏମିତି କହିଲେ ରାଜନାଥ…

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ, ଘନଉଛି ପଶ୍ଚିମବଙ୍ଗ ପ୍ରଚାର । ଆହତ ଅବସ୍ଥାରେ ପ୍ରଚାର କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଟିଏମସି ଛାଡ଼ି ବିଜେପିର ମିଶିଥିବା ନେତାଙ୍କୁ ପ୍ରାର୍ଥୀ କରି ଏବଂ ଏବେ ସାଂସଦ ଥିବା…

ଅମରାବତୀ ଜମି ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ ଏବଂ ପୋଙ୍ଗୁରୁ ନାରାୟଣଙ୍କୁ…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଜମି ଦୁର୍ନୀତିରେ ସମସ୍ୟା ବଢୁଥିବା ଜଣାପଡିଛି। ଏହି ମାମଲାରେ ସିଆଇଡି ତାଙ୍କୁ ନୋଟିସ ଜାରି କରିଛି। ଏହା ବ୍ୟତୀତ ପୂର୍ବତନ ରାଜ୍ୟ ମନ୍ତ୍ରୀ ପୋଙ୍ଗୁରୁ ନାରାୟଣଙ୍କୁ ମଧ୍ୟ ନୋଟିସ…

ଟିକାକରଣରେ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର, ସରପଞ୍ଚ ବାଛି ପାରିବେନି କିଏ ନେବ ଟିକା

ଭୁବନେଶ୍ୱର: ରାଜ୍ୟରେ ବୟସ୍କ ନାଗରିକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସୋମବାର ୯୨୭ଟି କେନ୍ଦ୍ରରେ ୧ ଲକ୍ଷ ୨୭୩ ଜଣ…

ଓସ୍କାର ପାଇଁ ମନୋନୀତ‌ ହୋଇଥିବା ନିଜ ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍’‌କୁ ନେଇ ଏମିତି କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ଦ ହ୍ୱାଇଟ୍‌ ଟାଇଗର୍ ବେଷ୍ଟ ଆଡାପ୍ଟଟେଡ୍ ସ୍କ୍ରିନ୍‌ପ୍ଲେ ବର୍ଗରେ ଓସ୍କାର ୨୦୨୧ ପାଇଁ ମନୋନୀତ ହୋଇଛି। ଏ ନେଇ ନିଜେ ପ୍ରିୟଙ୍କା ପତି ନିକ୍‌ଙ୍କ ସହ ସୋସିଆଲ୍‌ ମିଡିଆରେ ଏହି ଘୋଷଣା କରିଛନ୍ତି। ଓସ୍କାର ୨୦୨୧ ପାଇଁ ତାଙ୍କ…