Latest Odisha News

BREAKING NEWS

କବିତା : ମୁଁ ଚିତ୍ରକର

ସୁପ୍ରିୟା ପଣ୍ଡା ମୁଁ ଚିତ୍ରକର ମୁଁ ଚିତ୍ରକର ରଙ୍ଗ ତୁଳୀ ମୋ ସଂସାର ରୂପ ରେଖ ର ଗନ୍ତାଘର ଜୀବନ୍ତ ମୋ କଳା କୃତି କଳ୍ପନା ର ମୁଁ ସୌଦାଗର । ଅଙ୍କା ବଙ୍କା ରେଖା ଟାଣି ବାସ୍ତବତା ର ରେଣୁ ବୁଣି ସ୍ୱପ୍ନ ରାଜ୍ୟରେ ଜାଗା କିଣି ଆଧିପତ୍ୟର ଉପତ୍ୟକାରେ ରୂପ ସୌନ୍ଦର୍ଯ୍ୟ…

ଟ୍ରମ୍ପ ଦମ୍ପତ୍ତିଙ୍କ ଆରୋଗ୍ୟ କାମନା କଲେ ମୋଦୀ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ। ଟ୍ରମ୍ପ ଦମ୍ପତ୍ତିଙ୍କ ଆଶ୍ୟୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । Wishing my friend @POTUS @realDonaldTrump and @FLOTUS a quick recovery…

କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ…

ଆସନ୍ତା ସପ୍ତାହରେ ଭାରତରେ ଲଞ୍ଚ୍‌ ହେବ ସାମ୍‌ସଙ୍ଗ୍ ଗାଲାକ୍ସି ଏଫ୍‌ଫୋର୍ ୱାନ୍ ସ୍ମାର୍ଟଫୋନ୍; ଜାଣନ୍ତୁ ଏହାର…

ନୂଆଦିଲ୍ଲୀ: ଉତ୍ସବ ଋତୁର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଏଭଳି ପରିସ୍ଥିତିରେ ଅନେକ ବଡ଼ ବଡ଼ କମ୍ପାନୀ ବଜାରରେ ନୂଆ ପ୍ରଡକ୍ଟ ଲଞ୍ଚ୍‌ କରୁଛନ୍ତି। ଏହି ତାଳିକାରେ ସାମ୍‌ସଙ୍ଗ୍ କମ୍ପାନୀ ମଧ୍ୟ ଅନ୍ତଭୁର୍କ୍ତ ହୋଇଛି।  କମ୍ପାନୀ ପ୍ରାୟ ପ୍ରତି ମାସରେ ଏକ ନୂଆ ସ୍ମାର୍ଟ‌ ଫୋନ୍ ଲଞ୍ଚ୍‌…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, ବାଲେଶ୍ଵର, ଭଦ୍ରକ, ଯାଜପୁର,…

ରାଜ୍ୟରେ ଆଉ ୧୬ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୭୫ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୪, କଟକରୁ ୨, ଜଗତସିଂହପୁରରୁ ୧,…

ପ୍ରକୃତରେ ବଳଦ କାହାର? ଜାଣିବା ପାଇଁ କରାଯିବ ଡିଏନ୍ଏ ପରୀକ୍ଷା

ବର୍ତ୍ତମାନ ସୁଦ୍ଧା ମଣିଷର ଡିଏନ୍‌ଏ ଟେଷ୍ଟ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ ମହାରାଷ୍ଟ୍ରର ଗୋଟିଏ ବଳଦର ଡିଏନ୍‌ଏ ପରୀକ୍ଷାକୁ ନେଇ ଏକ ଖବର ସାମ୍‌ନାକୁ ଆସିଛି। ମହାରାଷ୍ଟ୍ରରେ ଏକ ବଳଦର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବଳଦର ଡିଏନ୍‌ଏ ପରୀକ୍ଷା କରାଇବା ମାମଲା ସାମ୍‌ନାକୁ…

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ ସପ୍ତମ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ଆଜି ୩୬୦୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୬୦୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪ରେ ପହଞ୍ଚିଛି ।…

ଜୋମାଟୋ ଓ ସ୍ବିଗିକୁ ଗୁଗୁଲର ନୋଟିସ; ନିୟମ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରର ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବଂ ସ୍ବିଗି ମଧ୍ୟ ଗୁଗୁଲର ରାଡାରରେ ଆସିଛନ୍ତି। ସୂଚନା ଅନୁସାରେ, ଜୋମାଟୋ ଏବଂ ସ୍ବିଗି ଗୁଗୁଲ ପ୍ଲେ ଷ୍ଟୋର ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ଗୁଗୁଲ ସେମାନଙ୍କୁ ଏକ ନୋଟିସ…