ଆରପାରିରେ ଓଡ଼ିଶାର ପୂର୍ବତନ ବିଧାୟକ ଭରତ ପାଇକ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ବିଧାୟକ ଭରତ ପାଇକ ବୁଧବାର ଦିନ ଗଜପତି ଜିଲ୍ଲା ସ୍ଥିତ ତାଙ୍କ ବାସଭବନରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।
ପେଷାରେ ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ଭରତ ୨୦୦୪ ନିର୍ବାଚନରେ ରାମଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ…