Latest Odisha News

BREAKING NEWS

ହଂକଂରେ ଉଡିଲା ଭାରତର ଜାତୀୟ ପତାକା

ହଂକଂ: ବିସ୍ତାରବାଦୀ ନୀତି ଯୋଗୁ ଚୀନ ତାର ସମସ୍ତ ପଡୋଶୀ ସହ ଅଶାନ୍ତି ସୃଷ୍ଟି କରି ସାରିଛି । ଚୀନ ଏବେ ହଂକଂ ଉପରେ ଆଧିବତ୍ୟ ବିସ୍ତାର କରିବାକୁ ଚାହୁଁଛି । ଯାହାକୁ ସ୍ଥାନୀୟ ବାସିନ୍ଦା ସେଠାରେ ତୀବ୍ର ବିରୋଧ କରୁଛନ୍ତି । ଚୀନ ବିରୋଧରେ କରାଯାଇଥିବା ଏକ ବିକ୍ଷୋଭରେ ହଂକଂବାସୀ ଭାରତର…

ଆଜି ବାପୁଙ୍କ ଜନ୍ମ ଦିନ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ମହାତ୍ମା ଗାନ୍ଧୀ  ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ…

୩ ମାସରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ କଲେ କେରଳର ଆରତୀ

ଥିରୁୱନ୍ତପୁରମ:କୋଭିଡ-୧୯ ଲକଡାଉନ ଅବସରରେ ଅନେକ ବ୍ୟକ୍ତି ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରି ନାହାନ୍ତି । ବରଂ ଏହାକୁ ଉପଯୋଗ କରି ଲାଭବାନ ହୋଇଛନ୍ତି । ସେଭଳି ଜଣେ ମହିଳା ହେଲେ କେରଳର ଆରତୀ ରଘୁନାଥ । ସେ ୩ ମାସ ମଧ୍ୟରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି ।…

ଗାନ୍ଧୀ ଜୟନ୍ତୀ: ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିରେ ଝଟକିବ ବୁର୍ଜ ଖଲିଫା

ଦୁବାଇ: ଆଜି ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ। ଏହାକୁ ସ୍ମରଣୀୟ କରିବା ପାଇଁ ଶୁକ୍ରବାର ଦିନ ଦୁବାଇର ବୁର୍ଜ ଖଲିଫାରେ ଗାନ୍ଧୀଙ୍କ ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। 'ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବାର୍ତ୍ତାର ପ୍ରାସଙ୍ଗିକତା' ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ ହଳଦିଆ ପରିବେଶ ଆଉ ଏକ ନିଆରା ବାତାବରଣ । ହଳଦିଆ ଫୁଲ ସହ ସୋରିଷ କ୍ଷେତର…

ଟ୍ଵିନ ସିଟି ସମେତ ଏହି ୧୮ ଟି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡିଶାର ୧୮ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର,…

ଆମାଜନର ୨୦ ହଜାର କର୍ମଚାରୀ କରୋନା ପଜିଟିଭ, ଚିନ୍ତାରେ କମ୍ପାନୀ

ନ୍ୟୁୟର୍କ: ଆମାଜନ କମ୍ପାନୀର ୨୦ ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ ୧୩ ଲକ୍ଷ ୭୦ ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ…

ପାଣ୍ଡବାନାଂ ଧନଞ୍ଜୟଃ

“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବ ପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ । କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କମଧ୍ୟରେ…

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା…

କାଷ୍ଟିଙ୍ଗ କାଉଚକୁ ଅସ୍ତ୍ର କରି ସଫଳତା ହାତେଇଛନ୍ତି ବଲିଉଡର ବହୁ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ଇଶା କପିକର, ଯିଏକି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ଆଗାମୀ ୱେବ୍ ସିରିଜରେ ନଜର ଆସିବେ। ବଲିଉଡର ହିରୋଇନ ମାନଙ୍କ ଉପରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଇଶା। ଅଭିନେତ୍ରୀ ଇଶା ଦେଇଥିବା ସୁଚନା ଅନୁସାରେ,, କାଷ୍ଟିଂ କାଉଚ୍ କୁ ଅସ୍ତ୍ର କରି ଅନେକ…