Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। 'ଭାରତ ମାତା କି ଜୟ' ଏବଂ 'ଜୟ ଶ୍ରୀ ରାମ' କହି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଚଳଚ୍ଚିତ୍ର…

ଦେଖନ୍ତୁ, ଭୁବନେଶ୍ୱର ଝିଅଙ୍କ ଡ୍ୟାନ୍ସରେ କେମିତି ଦିଓ୍ୱାନୀ ହେଲେ ମାଧୁରୀ

ଭୁବନେଶ୍ୱର: ରିଆଲିଟି ସୋ ଡ୍ୟାନ୍ସ ଦିଓ୍ୱାନେ ସିଜିନ-୩ରେ କମାଲ କଲେ ଓଡ଼ିଆ ଝିଅ । ଭୁବନେଶ୍ୱରର ଅରୁନ୍ଧତୀ ଗଡ଼ନାୟକଙ୍କ ଡ୍ୟାନ୍ସ ଜଲଓ୍ୱାରେ ଦିଓ୍ୱାନୀ ହେଲେ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ବିଚାରକଙ୍କ ମନ ଜିଣିଲେ ଅରୁନ୍ଧତୀ । ତାଙ୍କ ଡ୍ୟାନ୍ସ ଦେଖି ୩ ଜଣ ଜଜ୍ ଖୁବ ତାରିଫ…

ହଲିଉଡ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହୋଇଥାନ୍ତେ କଙ୍ଗନା…ଫିଲ୍ମ ‘କୁଇନ୍‌’ ପାଇଁ ବଦଳିଗଲା ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଅଭିନୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। କଙ୍ଗନା ରାଣାୱତ ଫିଲ୍ମ କୁଇନ୍‌ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କ ଚଳଚ୍ଚିତ୍ର କୁଇନ୍‌ ୨୦୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଆଜି…

ଭିନ୍ନ ଅନ୍ଦାଜରେ ନିଜ ପିତାମାତାଙ୍କୁ ମନେ ପକାଇଲେ ଶାହାରୁଖ୍‌; ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଶାହରୁଖ ଖାନ ତାଙ୍କ ପିତାମାତାଙ୍କୁ ଖୁବ୍ କମ୍ ବୟସରେ ହରାଇଥିଲେ। ଯେତେବେଳେ ବି ସେ ନିଜ ସହର ଦିଲ୍ଲୀ ଯାଆନ୍ତି, ସେତେବେଳେ ସେ ତାଙ୍କ ପିତାମାତାଙ୍କ ଶରୀରକୁ କବର ଦିଆଯାଇଥିବା ସ୍ଥାନକୁ ପରିଦର୍ଶନ କରିବାକୁ ଯାଇଥାନ୍ତି। ନିକଟରେ ସେ ଦିଲ୍ଲୀ ଯାତ୍ରା ସମୟରେ ତାଙ୍କ ପିତାମାତାଙ୍କ…

ଆଜି ରାଜ୍ୟରେ ୭୦ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ମୋଟ୍ ୧୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା…

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ…

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ହେବେ ରାଜେଶ

ଭୁବନେଶ୍ୱର: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗରେ ଓଡିଶାର ରାଜେଶ ମହାନ୍ତି ଚେନ୍ନାଇ ସୁପର କିଙ୍ଗସ ନେଟ ବୋଲର ହେବେ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓସିଏ ଏବଂ ଏମଆରଏଫ ପେସ ଫାଉଣ୍ଡେସନରେ ୨୦ ବର୍ଷୀୟ ଏହି ପେସ ବୋଲର ପ୍ରଶିକ୍ଷଣ ନେଉଛନ୍ତି । ଜୁନିୟର…

ଏହି ଗୀତରେ ଏକାଠି ନଜର ଆସିବେ ଅମୀର୍‌ ଖାନ୍‌ ଏବଂ ଏଲି ଆବ୍ରାହମ୍‌

ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଏଲି ଆବ୍ରାହମ୍‌ ତାଙ୍କର ଆଗାମୀ ଗୀତ "ହର ଫନ୍‌ ମୌଲା" ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ଏଲି ଏବଂ ବଲିଉଡର ସୁପରଷ୍ଟାର ଆମୀର ଖାନ ଏକାଠି ନଜର ଆସିବେ। କୋଇ ଜାନେ ନା ଗୀତ 'ହର ଫନ ମୌଲା'ରେ ଆମୀର ଖାନ ଏବଂ ଏଲି ଆବ୍ରାହମ୍‌ ଏକତ୍ର ନୃତ୍ୟ…

ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀ ଗାଡ଼ି, ୫ ଜଣ ଆହତ

ମାଲକାନଗିରି: ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀର ଗାଡ଼ି । ଦୁର୍ଘଟଣରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସମସ୍ତ ୫ ଆହତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମାଲକାନଗିରି ଜିଲ୍ଲା…