Latest Odisha News

BREAKING NEWS

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଗୁଡେମ ଥାନା ଅନ୍ତର୍ଗତ କୋଟାପାଲମ୍ ଗ୍ରାମର କୋରା ପିଲ୍କୁ ପୂର୍ବରୁ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ପରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି ମହାରାଜା

ଭୁବନେଶ୍ବର : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ବିକାଶ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ ।…

ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି। ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr" ବୋଲି ପୋଷ୍ଟ କରାଯାଇଥିଲା। ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର…

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ମିଶନ ଶକ୍ତି ସ୍ବତନ୍ତ୍ର ବିଭାଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୮ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୧୦ ରେକର୍ଡ

ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା- ୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।…

ଟାଇମପାସ ପ୍ରକାଶନ ସଂସ୍ଥା ତରଫରୁ ଦୁଇଟି ଇଂରାଜୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ବିଶିଷ୍ଟ କଥାକାର ସୁକୁବିନା (ଜାପାନୀ)ଙ୍କ ଅନୂଦିତ ଇଂରାଜୀ ଗଳ୍ପ ସଂକଳନ 'ଦ ଲଷ୍ଟ ଡଟର' ଏବଂ କବୀ ପୁରବୀ ଦାସ ଓ ଅମ୍ରିତ ପଟ୍ଟନାୟକଙ୍କ ଯୁଗ୍ମ ଇଂରାଜୀ କବିତା ସଂକଳନ 'ଦ ଆର୍ଟ ଅଫ ଗଡ' ଲୋକାର୍ପିତ ହୋଇଯାଇଛି। ଏହି…

ନନ୍ଦିଗ୍ରାମରେ ମମତା ବନାମ ଶୁଭେନ୍ଦୁ ଲଢ଼େଇ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କାହାର ହେବ ନନ୍ଦିଗ୍ରାମ । ଏହି ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବେଳେ, ଦିଦିଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । କହିବାକୁ ଗଲେ, ଏଥର…

ଫିଲ୍ମ ହଲରେ ରିଲିଜ ହେବନି ଫରହାନଙ୍କ ତୁଫାନ

ମୁମ୍ବାଇ: ଫରହାନ ଅଖତାରଙ୍କ ଆଗାମୀ ସ୍ପୋର୍ଟ୍ସ ଡ୍ରାମା ତୁଫାନ ଥିଏଟର କିମ୍ବା ହଲରେ ରିଲିଜ ହେବ ନାହିଁ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ପ୍ରଯୋଜକ ବିଚାର କରୁଛନ୍ତି । ଯେତେଦୂର ସମ୍ଭବ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ।…

ପଶ୍ଚିମବଙ୍ଗରେ ୫୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ନନ୍ଦିଗ୍ରାମରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଯିଏକି ମମତା ବାନାର୍ଜୀଙ୍କ ବିରୋଧରେ…