ନିଖୋଜ ୪୪ ଶିଶୁ ଉଦ୍ଧାର
ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।
ରାଜ୍ୟରୁ ଶୁକ୍ରବାର ଦିନ ପ୍ରାୟ ୪୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୩୪ ଝିଅ ଏବଂ ୧୦ ଜଣ ପୁଅ ରହିଛନ୍ତି ।
ଉଦ୍ଧାର ହୋଇଥିବା…