Latest Odisha News

BREAKING NEWS

ଅକ୍ସିଜେନ ସିଲିଣ୍ଡର ରିଫିଲିଂ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: ସରକାରୀ ଅନୁମୋଦିତ ହାରରେ ଅକ୍ସିଜେନ ସିଲିଣ୍ଡର ରିଫିଲିଂ କରିବାରେ ସହାୟତା ପାଇଁ ଗଞ୍ଜାମ ପ୍ରଶାସନ ହେଲ୍ପଲାଇନ ଜାରି କରିଛି। ଏହି ହେଲ୍ପଲାଇନ ନମ୍ବର ହେଉଛି 0680-2227000।

ଏହାଛଡା ଅକ୍ସିଜେନ ସିଲିଣ୍ଡର କଳାବଜାରି ବିଷୟରେ ଜଣାଇବାକୁ ମଧ୍ୟ ଲୋକମାନେ ଏହି ନମ୍ବରକୁ କଲ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.