Latest Odisha News

BREAKING NEWS

କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟରେ ଥିବା କାଜୁ ବଗିଚାରୁ ମହାଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ । ସ୍ଥାନୀୟ ଲୋକ ମୃତଦେହ ଦେଖି ଆଠଗଡ ପୋଲିସକୁ ଖବର ଦେଇଥିଲେ । ଆଠଗଡ ପୋଲିସ…

ବିବାହ ଭୋଜିରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମିଶି ଏମିତି ନାଚିଲେ ଫାରୁକ୍ ଅବଦୁଲ୍ଲା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିକଟରେ ଏକ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଖୁସି କରିଥିଲା। ଫାରୁକ୍‌ ଅବଦୁଲ୍ଲା ଏବଂ…

ପେଟ୍ରୋଲ ପମ୍ପ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ…

ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡରେ କଂଗ୍ରେସର ୬ ଜଣିଆ ଟିମ୍

ବାରିପଦା: ଶିମିଳିପାଳରେ କେମିତି ଲାଗିଲା ନିଆଁ ? ବର୍ତ୍ତମାନ ସ୍ଥିତି କଣ ? କେତେ ଅଞ୍ଚଳ ଜଳି ଛାରଖାର ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛି କଂଗ୍ରେସର ଏକ ୬ ଜଣିଆ ଟିମ୍ । ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ୪ ଦିନ ଧରି…

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇ ଲୋକଙ୍କ ସେବା କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ…

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ…

ନିଜ କମ୍ପାନି କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବ ରିଲାଏନ୍ସ

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ନୀତା ଏମ ଅମ୍ବାନୀ ସମସ୍ତ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏକ ମେଲ ପଠାଇ ସେମାନଙ୍କୁ ଭାରତର କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ଜାରି…

ଆଜି ରାଜ୍ୟରୁ ୯୧ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି ଆଉ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୯୧ ଜଣ । ଗତକାଲି ଏହି ସଂଖ୍ୟା ଥିଲା ୮୧ । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଓ ଲୋକାଲ୍…

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା…