Latest Odisha News

BREAKING NEWS

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇବା ବେଳେ ୩ ଗିରଫ

ତେଲକୋଇ: ଆକ୍ସନ ମୋଡରେ ବନ ବିଭାଗ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟର ନମକାନୀ ଗାଁ ଝାରବେଡା ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି…

ଚାନ୍ଦିପୁରରେ ଏୟାର-ଟୁ-ଏୟାରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଡିଆରଡିଓ ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରର ମଧ୍ୟବର୍ତ୍ତୀ ଟିଟ୍ ରେଞ୍ଜରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରପୁଲସନ୍ ଟେକ୍ନୋଲୋଜିରେ ବିକଶିତ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତାର ସହ କରିଛି। ରିପୋର୍ଟ ଅନୁଯାୟୀ,…

୨୦ ଦାଦନ ଶ୍ରମିକ ଉଦ୍ଧାର, ତାମିଲନାଡୁକୁ ହେଉଥିଲେ ଚାଲାଣ

ଆଠମଲ୍ଲିକ: ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ସମସ୍ତ ଶ୍ରମିକଙ୍କ ଘର ସୁବର୍ଣ୍ଣପୁର…

ଶିମିଳିପାଳରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ

କରଞ୍ଜିଆ: ଶିମିଳିପାଳରୁ ନିଆଁ ଲିଭାଇବାକୁ ଏବେ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶୁକ୍ରବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୪ ଗୋଟି ରେଞ୍ଜ ଅଞ୍ଚଳର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବରେହିପାଣି ରେଞ୍ଜର ୬ଟି,…

ଟିଏମ୍‌ସି ଘୋଷଣା କଲା ୨୯୧ ପ୍ରାର୍ଥୀଙ୍କ ନାଁ; ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ଦିଦି

ନୂଆଦିଳ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ୨୦୨୧ ବେଙ୍ଗଲ ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକାରେ ୨୯୧ ନାମ ଘୋଷଣା କରିଛନ୍ତି। ଏହାସହିତ ସେ ନିଶ୍ଚିତ କରିଛନ୍ତି ଯେ ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୯୧…

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଟ୍ବିଟ୍ କରି ମୋଦି କହିଛନ୍ତି, “ବିଜୁ ବାବୁଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ଭାରତ ପାଇଁ ତାଙ୍କ ଦୂରଦୃଷ୍ଟି ଏବଂ ମାନବ ସଶକ୍ତିକରଣ ଓ ସାମାଜିକ…

ନିଜ ବାୟୋପିକ୍‌ରେ ପରିନୀତିଙ୍କ ଲୁକ୍‌କୁ ସାଇନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସାଇନା ନେହୱାଲଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରିନୀତି ଚୋପ୍ରା ଠିକ୍‌ ସାଇନାଙ୍କ ଭଳି ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପରି…

ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ମାଳଦା ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ପରେ ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ବିଭାଗ ନିଲମ୍ବନ କରିଥିବା ଜଣାପଡିଛି ।

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ଓଲିଉଡ କପୁଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ଦିଲ୍ଲୀରେ ନୁହେଁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା…

କେରଳ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଏବଂ ଆଉ ତିନି ମନ୍ତ୍ରୀ ସାମିଲ୍‌!

ନୂଆଦିଲ୍ଲୀ: ଥିରୁବନନ୍ତପୁରମରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କନସୁଲେଟ୍ ମାଧ୍ୟମରେ ବେଆଇନ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଅନ୍ୟ ତିନି ଜଣ ମନ୍ତ୍ରୀ ସାମିଲ୍‌ ଥିବା ଶୁକ୍ରବାର ଦିନ କେରଳ ହାଇକୋର୍ଟ କହିଛନ୍ତି। ଏହାରି ଭିତରେ ଆଉ ଏକ ଖୁଲାସା…