ମୋଦିଯୋଗ ଓଡ଼ିଶା ସମ୍ବାଦ ବ୍ୟୁରୋ ବିଶ୍ୱ ଯୋଗ ଦିବସ ଅବସରରେ ପ୍ରଭାତତାରା ବିଦ୍ୟାଳୟ ପରିସର (ରାଂଚି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାଭ୍ୟାସ
ଆଜି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି । ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…
ପ୍ରେରଣା ସାଜିଲେ ଯବାନ, -୨୦ ଡିଗ୍ରୀରେ କରିଲେ ଯୋଗ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରେଟି ଯୋଗ କରୁଥିବା ବେଳର ଫଟୋ ନଜରକୁ ଆସିଛି । ତାସହ ନଜରକୁ ଆସିଛି ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଭିନ୍ନ ଧରଣରେ ଯୋଗ କରୁଥିବା ଭିଡିଓ ।…
ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି। ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର,…
ନିଜକୁ ‘ଭଗବାନ’ କହିଲେ ମନ୍ତ୍ରୀ, ଜାଣନ୍ତୁ କାହିଁକି… ଓଡ଼ିଶା ସମ୍ବାଦ ବ୍ୟୁରୋ ବାରିପଦା : ଏବେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବ୍ୟବହାର ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବିରୋଧରେ ଆସିଥିବା ସଙ୍ଗୀନ ମାମଲା ଏକ ରାଜନୈତିକ ବିଷୟ ବସ୍ତୁ ପାଲଟିଛି । ଖାଲି ସେତିକି ନୁହେଁ ଏବେ ‘ବାଥୋଡି’ ସମ୍ପଦ୍ରାୟର ଭଗବାନ…
ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’: ସମଗ୍ର ବିଶ୍ୱ ଯୋଗମୟ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ…
ଜାଣନ୍ତୁ, କେମିତି କଟିବ ଆଜି ଦିନ… ଓଡ଼ିଶା ସମ୍ବାଦ ବ୍ୟୁରୋ ଆଜିର ରାଶିଫଳ ତା ୨୧-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୧ ରିଖ ଶୁକ୍ରବାର ମିଥୁନ ୦୭ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…
‘ଯୋଗ’ର ଉଲ୍ଲେଖନୀୟ ଅବଦାନ ଲାଗି ଘୋଷଣା ହେଲା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୧୯ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଯୋଗର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଲାଗି ୨୦୧୯ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଜରାଟ ଲାଇଫ ମିଶନର ସ୍ୱାମୀ ରାଜଶ୍ରୀ ମୁନି (ବ୍ୟକ୍ତିଗତ-ଜାତୀୟ ବର୍ଗ), ଇଟାଲୀର ମିସ ଆଂଟୋନିଟ୍ଟା ରୋଜି…
ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି । TDP MPs of Rajya Sabha- YS Chowdary, CM Ramesh,…
ଦେଖନ୍ତୁ ଭିଡ଼ିଓ: କେଜି ୬ ହଜାର ଟଙ୍କା, ଧାମରାରେ ବିରଳ ପ୍ରଜାତିର ମାଛ ! ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର/ଧାମରା: ଏମିତି କ’ଣ ରହିଛି ଏହି ମାଛରେ ଯେ, ଲୋକମାନେ ଏହି ମାଛ କେଜିଏ ଘରକୁ ନେବାଲାଗି ଟଣା ଓଟରା ଲାଗିଛନ୍ତି । ଏପରିକି ଏହି ମାଛ କେଜି ପିଛା ୬ ହଜାରରୁ ୭ ହଜାର ଟଙ୍କାରେ କିଣିନେଉଛନ୍ତି ଗରାଖ! ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଧରା ହୋଇଛି ବିରଳ ପ୍ରଜାତିର ଏକ ମାଛ । ଏହାର…