Latest Odisha News

BREAKING NEWS

ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେନି ଅମୀର

ମୁମ୍ବାଇ: ଅଭିନେତା ଅମୀର ଖାଁ ଶେଷର ମହାଭାରତ ପ୍ରୋଜେକ୍ଟରୁ ଓହରିଲେ । ତାଣ୍ଡବ ବିବାଦ ପରେ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ପ୍ରାୟ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶିତ ହୋଇ ଆସୁଥିଲା । ମଙ୍ଗଳବାର ଅମୀର ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେ…

ଓଡିଶା ମହିଳା ଲିଗ୍ ଫୁଟବଲ: ଓପିଜିକୁ ହରାଇଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ମହିଳା ଲିଗ୍ ଫୁଟବଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୩-୧ ଗୋଲରେ ଓପିଜି କ୍ଲବକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ (୨୩ତମ), ପ୍ରତିମା ମିଞ୍ଜ(୬୩ତମ) ଓ ତାରା ଖାତୁନ (୯୦+୬ ତମ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓପିଜି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପୋଲିସକୁ ମାଡ, ଲୋକଙ୍କ ଧାର୍ମିକ ମନୋଭାବ ସହ ଖେଳ

ଭୁବନେଶ୍ୱର: ଖୁଲମଖୁଲା ପୋଲିସର ସାର୍ଟ ଚିରି ନିସ୍ତୁକ ମାଡ । ବିଚ୍ ବଜାରରେ ଅପଦସ୍ତ ପୋଲିସ କର୍ମଚାରୀ । ଏହି ଭିଡିଓଟି ଇଣ୍ଟରନେଟରେ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ହେଲେ ପ୍ରଘଟ ହୋଇଥିବା ଏହି ଭିଡିଓ ପଛର ଅସଲ ଉଦ୍ଦେଶ୍ୟ ଜାଣିଲେ, ଆପଣ ବି ଚକିତ ହେବେ....

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, କାଲି ହେବ ଟିଆଇ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର…

ୱିଜଡେନ ବାଛିଲା ଶ୍ରେଷ୍ଠ ଟି୨୦ ଏକାଦଶ, ଧୋନୀ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ…

ସୁନା ଓ ରୁପା ଦରରେ ଅହେତୁକ ହ୍ରାସ : ୪୫ ହଜାର ଟଙ୍କା ତଳକୁ ଖସିଲା ସୁନା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ମଙ୍ଗଳବାର ସୁନା ଏବଂ ରୁପା ଦର ବ୍ୟାପକ ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କାକୁ ଖସି ଆସିଛି । ସେହିଭଳି ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ୧୮୪୭ ଟଙ୍କା ହ୍ରାସ ପାଇଛି ରୁପା ।…

ଫେବୃଆରୀ ମାସରେ ପାର୍ସଲ ବୋଝେଇରେ ଭୁବନେଶ୍ୱର ଷ୍ଟେସନର ୧୬.୯୮% ଅଭିବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ୨୦୨୧ ଫେବୃଆରୀ ମାସରେ ପ୍ରାୟ ୧୩୫୮.୪ ଟନ୍ ପାର୍ସଲ ପରିବହନ କରିଛି ଯାହାକି  ୨୦୨୦ ଫେବୃଆରୀ ମାସ ତୁଳନାରେ ୧୬.୯୮% ରହିଛି। ଗତ ବର୍ଷ ଠାରୁ ପ୍ରାୟ ୧୯୭.୨ ଟନ୍ ଅଧିକ ପାର୍ସଲ ପରିବହନ କରିପାରିଛି। ଫେବୃଆରୀ, ୨୦୨୦ ରେ ଭୁବନେଶ୍ୱର ଷ୍ଟେସନ ୧୧୬୧.୨…

ପୁଣି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ସମୟ । ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ । ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ମିଳିଛି ।…

ସାଇନାଙ୍କ ବାୟୋପିକ ଫିଲ୍ମ ରିଲିଜ ହେବ ଏଇ ତାରିଖରେ

ମୁମ୍ବାଇ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଲିମ୍ପିକ ବ୍ରୋଞ୍ଜ ପଦକ ପଦକ ବିଜେତା ସାଇନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ…

ପାକିସ୍ତାନ ଚୋରି କରୁଛି ଭାରତୀୟ ବିଜ୍ଞାପନର ଆଇଡିୟା, ଇନଷ୍ଟାଗ୍ରାମରେ ବିଜ୍ଞାପନର ଭିଡିଓ ସେୟାର କରି ଟ୍ରୋଲ ହେଲେ…

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ନିକଟରେ ଇନଷ୍ଟାଗ୍ରାମରେ ବିଜ୍ଞାପନର ଏକ ଭିଡିଓ ସେୟାର କରିଛନ୍ତି । ମାହିରା ଲେଖିଛନ୍ତି, ‘ପିୟୋର ମ୍ୟାଙ୍ଗୋ ପ୍ଲେଜର’ । ଏବେ ଏହି ବିଜ୍ଞାପନକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମାହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ମାହିରା ନିଜ…