Latest Odisha News

BREAKING NEWS

ମଙ୍ଗଳ ଗ୍ରହରେ ମିଳିଲା ପାଣିର ସନ୍ଧାନ !

ୱାଶିଂଟନ: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି । ନାସାର ବୈଜ୍ଞାନିକଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳ ଗ୍ରହରେ ୩ଟି ହ୍ରଦ ରହିଛି । ଏହି ତଥ୍ୟ ମିଳିବା ପରେ ମଙ୍ଗଳରେ ଜନବସତି ନିର୍ମାଣ ନେଇ ଆଶା ବୃଦ୍ଧି ପାଇଛି । ୨ ବର୍ଷ ତଳେ ଏଠାକାର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣିର ସନ୍ଧାନ…

ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମାସ୍କ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଠାରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ସୂଚନା ଅନୁସାରେ, ଜନସାଧାରଣ କିଭଳି କୋଭିଡ ନିୟମ ପାଳନ କରୁଛନ୍ତି, ସେନେଇ ତଦାରଖ ପାଇଁ ଜିଲ୍ଲାପାଳ ହିଞ୍ଜିଳି ଯାଇଥିଲେ। ହେଲେ ସେଠାରେ ଅନେକ ଲୋକ ମାସ୍କ ପିନ୍ଧିନଥିବା…

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ ଆଧିପତ୍ୟ ଜାହିର କରିବା ପାଇଁ ବେଲାରସେନ ମୁଣ୍ଡ କାଟି, ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ, ଆଢୁଆଳରେ ବ୍ୟୁହ ରଚନା କରି ପଞ୍ଚଜନ ଶଙ୍ଖ ଫୁଙ୍କି କୁଟିଳତା ଫୁଲମାଳ ରେ ବଧେଇ ଜଣାଇବ। ଯୁଦ୍ଧ ଜିତିବାକୁ ହେଲେ, ଚକ୍ରବ୍ଯୁହ କରିପାର, ଅବା…

ସୋନୁ ସୁଦଙ୍କୁ ସମ୍ମାନିତ କଲା UNDP

ମୁମ୍ବାଇ: କୋଭିଡ ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍…

ଗରିବ ରାଷ୍ଟ୍ରଙ୍କ ପାଇଁ ୨୦୦ ମିଲିୟନ କରୋନା ଟୀକା ପ୍ରସ୍ତୁତ କରିବ ଭାରତ!!

ଲଣ୍ଡନ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ବର୍ଷ ଭାରତ ସମେତ ଅନ୍ୟ ଗରିବ ଦେଶମାନଙ୍କ ପାଇଁ ୨୦୦ ମିଲିୟନ କୋଭିଡ ଟୀକା ପ୍ରସ୍ତୁତ କରିବା ନେଇ ସୂଚନା ଦେଇଛି । ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏବଂ GAVI ଟିକା ମିଳିତ ଭାବେ ଫଣ୍ଡକୁ ଦୁଇଗୁଣ ବୃଦ୍ଧି କରିଥିବା କମ୍ପାନୀ…

କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ : ସୁଶାନ୍ତଙ୍କ ପରେ ବିହାରର ଆଉ ଏକ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ: କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ ଆଉ ବଲିଉଡ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସର ସମାଧାନ ହୋଇ ନ ଥିବା ବେଳେ ଆଉ ଜଣେ ବିହାର ଅଭିନେତା ଅକ୍ଷତ ଉତ୍କର୍ଷ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏପରିକି ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି…

‘ୱାଲ୍ଡ ହାର୍ଟ ଡେ’ରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ଫିଟ୍‌…

ନୂଆଦିଲ୍ଲୀ: ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ…

କୋଭିଡରୁ ସୁସ୍ଥ ହେଲେ ମନୀଷ ସିସୋଦିଆ, ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାଭାଇରସ୍ ପାଇଁ ନକାରାତ୍ମକ ପରୀକ୍ଷା କରିଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସିସୋଦିଆଙ୍କୁ ତାଙ୍କ କର୍ତ୍ତବ୍ୟକୁ ଫେରିବା ପୂର୍ବରୁ ଅତି କମରେ ଏକ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।…

ସୁଶାନ୍ତ ସିଂ ରାଜପୁତ ମୋତେ ପ୍ରତାରଣା କରିଛନ୍ତି: ସାରା ଅଲି ଖାନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କୁ ଡେଟ କରିଥିବା ସ୍ୱୀକାର କରିଥିବା ଅଭିନେତ୍ରୀ ସାରା ଅଲି ଖାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କୁ କହିଛନ୍ତି ଯେ ତାଙ୍କ ସହ ସମ୍ପର୍କ ଥିବାବେଳେ ସ୍ୱର୍ଗତ ଅଭିନେତା ତାଙ୍କୁ ପ୍ରତାରଣା କରିଛନ୍ତି। PeepingMoon.com ର ଏକ ରିପୋର୍ଟ…

କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ “ଅନାମ ବାୟାର ଗୀତ”

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜାଣିନି କିଏ ସେ ମୁଁ – ନାରୀ କି ପୁରୁଷ ଅବା ଅର୍ଦ୍ଧନାରୀଶ୍ଵର ? କେତେ ବା ବୟସ ମୋର ବାଳକ ଯୁବକ ଅବା ବୟୋବୃଦ୍ଧ ମୁହିଁ କିବା ମୋର ଶାରୀରିକ ସ୍ଥିତି ? ମୁଁ କିବା ଆକାଶ ପରି ଶୂନ୍ୟ ଏବଂ ଛଳନାରେ ନୀଳ? ଅନାମ ବାୟାର ଏ କବିତା।…