ଆଟାଂର୍କଟିକାରେ ନ୍ୟୁୟର୍କ ସହରଠାରୁ ବଡ ବରଫଚଟାଣରେ ସୃଷ୍ଟି ହୋଇଛି ଫାଟ !
ଲଣ୍ଡନ: ବ୍ରିଟିଶ ଆଟାଂର୍କଟିକା ସର୍ଭେ ଅନୁସାରେ ନ୍ୟୁୟର୍କ ସହରଠାରୁ ବଡ ଏକ ଆଇସବର୍ଗ ଏବେ ଫାଟିବାରେ ଲାଗିଛି । ୧୨୭୦ କିଲୋମିଟର ଲମ୍ବା ଏବଂ ୧୫୦ ମିଟର ଚୌଡା ଏହି ବରଫ ଚଟାଣ ମଝିରୁ ଦୁଇ ଭାଗ ହୋଇଯାଇଛି । ଏହା ଧିରେ ଧିରେ ପରସ୍ପରଠାରୁ ଅଲଗା ହେବାରେ ଲାଗିଛି ଯାହା କି ଏକ ଚିନ୍ତାର କାରଣ ।…