ତାତି କଲାଣି କଲବଲ, ଆଜି ଅନୁଗୁଳ ସବୁଠୁ ଉତ୍ତପ୍ତ
ଭୁବନେଶ୍ବର : ଏବେଠୁ ତାତି ଭାଙ୍ଗିଲାଣି ରେକର୍ଡ । ପାରଦ ବଢ଼ିବା ସହ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ ୪ ଦିନ ହେଲା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ, ଆଜି ଅନୁଗୁଳରେ ପାରଦ ଡେଇଁଛି ୪୦ ଡିଗ୍ରୀ । ୪୦.୧ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହରରେ…