ଟିକଟକ୍ ଷ୍ଟାର ମୃତ୍ୟୁ ମାମଲା: ଇସ୍ତଫା ଦେଲେ ଶିବସେନା ନେତା ସଞ୍ଜୟ
ପୁଣେ: ଜଣେ ଟିକଟକ୍ ଷ୍ଟାରର ମୃତ୍ୟୁ ମାମଲାରେ ନାମ ଆସିବାରୁ ଚାପରେ ପଡି ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃୟାରୀ ୮ରେ ହଡପସର ଅଂଚଳରେ ୨୨ ବର୍ଷୀୟା ପୂଜା ଚୌହ୍ୱାନ ବାଲକୋନୀରୁ ଖସି ପଡି ମୃତ୍ୟୁବରଣ କରିଥିଲେ ।…