Latest Odisha News
Browsing Tag

Tiktok

କୋଭିଡ ଟିକାର ଭୁଲ ତଥ୍ୟ ବିସ୍ତାର ପାଇଁ ବ୍ୟବହାର ହେଉଛି ‘ଟିକ୍‌ଟକ୍‌’; ରିପୋର୍ଟ

ନୂଆଦିଲ୍ଲୀ: ଅନେକ ବାଦବିବାଦ ପରେ ଟିକ୍‌ଟକ୍‌କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ଅଭିଓକୁ ନିଜ ଭିଡିଓରେ ଯୋଡି କୋଭିଡ୍‌-୧୯ ଟିକା ବିଷୟରେ ବିଭ୍ରାନ୍ତିକର ଏବଂ କ୍ଷତିକାରକ ସୂଚନା ଦେବାକୁ ପ୍ରୋତ୍ସାହିତ କରିବା ନେଇ ଟିକ୍‌ଟକ୍‌ ଉପରେ ଅଭିଯୋଗ ଆସିଛି। ଏ…

୧୦ କୋଟି ଟିକ୍‌ଟକ୍‌ ଅନୁସରଣକାରୀ ସହ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଆମେରିକାନ୍‌ ଗାର୍ଲ ଚାର୍ଲି

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ୧୬ ବର୍ଷୀୟ ଚାର୍ଲି ଡିଏମେଲିଓଙ୍କର ଟିକ୍ ଟକ୍‌ରେ ୧୦ କୋଟି ଅନୁସରଣକାରୀ ଅଛନ୍ତି। ସେ ଟିକ୍ ଟକ୍ ର ପ୍ରଥମ ତାରକା, ଯାହାର ୧୦୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି। ଦେଢ ବର୍ଷ ପୂର୍ବେ ସେ ଟିକ୍‌ଟକ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ସେ ତାଙ୍କ ଡ୍ୟାନ୍ସ…

ପାକିସ୍ତାନରେ ବ୍ୟାନ୍ ହେଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ‌ଶେଷରେ ଚୀନ୍‌ର ବନ୍ଧୁ ରା‌ଷ୍ଟ୍ର ପାକିସ୍ତାନ ମଧ୍ୟ ଟିକ୍‌ଟକ୍‌ ମ୍ୟୁଜିକ୍‌ ଭିଡିଓ ଆପ୍‌କୁ ନିଷିଦ୍ଧ କରିଛି। ଏହି ମ୍ୟୁଜିକ୍‌ ଭିଡିଓ ଆପ୍‌ରେ ଅଶ୍ଳୀଳ ବିଷୟବସ୍ତୁ ଛଡାଯାଉଥିବାରୁ ପାକିସ୍ତାନ ଦୂରସଂଚାର କର୍ତ୍ତୃପକ୍ଷ ଏହି ଆପ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି।…

ଆମେରିକାରେ ବ୍ୟାନ୍ ହେବନି ଟିକ୍‌ଟକ୍‌, ରୋକ ଲଗାଇଲେ ଫେଡେରାଲ କୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ବ୍ୟାନ୍ ହେବନି ଚାଇନା ଭିଡିଓ ଆପ୍ ଟିକ୍‌ଟକ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍‌ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ…

Zee5 HiPi କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ ଲଞ୍ଚ ; ଟିକଟକର ସ୍ଥାନ ପୂରଣ କରିବ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଯୋଗଦାନ ଦେଇ ZEE5 ଭାରତରେ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ହାଇପି ସର୍ଟ ଭିଡିଓ ଆପ୍ ଲଞ୍ଚ କରିଛି। ଟିକଟକ ଉପରେ ନିଷେଧାଦେଶ ପରେ ବ୍ୟବହାରକାରୀମାନେ ଏହାକୁ ହାତଛଡ଼ା କରିବେ ନାହିଁ, ଏହାକୁ ଧ୍ୟାନରେ ରଖି Zee5 HiPi ସର୍ଟ ଭିଡିଓ ଆପ୍ ଭାରତରେ…

ମୋଦିଙ୍କ ରାସ୍ତାରେ ଟ୍ରମ୍ପ, ଚାଇନା ଆପ୍ ଟିକଟକ୍ ଉପରେ ଲଗାଇବେ ବ୍ୟାନ୍ !

ଓ୍ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ସାବାଡ କରିବା ପାଇଁ ଭାରତ ଭଳି ଆମେରିକା ଖୁବ ଶୀଘ୍ର ଚାଇନା ଆପ୍ ଟିକଟକ୍ ଉପରେ ବ୍ୟାନ ଲଗାଇବ । ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିକଳ୍ପ ଉପରେ ଚିନ୍ତା କରୁଛନ୍ତି…

ସ୍ମାର୍ଟଫୋନରୁ ଟିକଟକ୍ ଡିଲିଟ କରିବାକୁ କର୍ମଚାରୀଙ୍କୁ କହିଲା ଆମାଜନ୍

ଟିକଟକ ପାଇଁ ପୁଣି ଏକ ଅଶୁଭ ଖବର । ଭାରତ ବ୍ୟାନ କରିବା ପରେ ଟିକଟକ ପାଇଁ ଲଗାତାର ଖରାପ ଖବର ହିଁ ସାମାନକୁ ଆସୁଛି । ଏହି ଚାଇନିଜ ଭିଡିଓ ସେୟାର ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ସୁରକ୍ଷା କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ଯେଉଁ ସବୁ…

ଭାରତୀୟ ସେନାର ଯବାନ ନିଜ ଫୋନରୁ ଡିଲିଟ କରିବେ ୮୯ଟି ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟରତ ଯବାନଙ୍କୁ ନିଜ ନିଜ ସ୍ମାର୍ଟଫୋନରୁ ୮୯ଟି ମୋବାଇଲ୍ ଆପ୍ ଡିଲିଟ କରିବାକୁ ପଡ଼ିବ । ସେସବୁ ଆପ୍ ଭିତରେ ରହିଛି ଫେସବୁକ, ଇନଷ୍ଟାଗ୍ରାମ, ଟ୍ରୁ-କଲର ଓ ଟିକଟକ୍ ଭଳି ଲୋକପ୍ରିୟ ଆପ୍ । ସେସବୁ ଆପର ତାଲିକା ଜାରି କରିଛି ଭାରତୀୟ ସେନା । ଯେଭଳି କୌଣସି…

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି । ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…