ନୂଆଦିଲ୍ଲୀ: ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ କରାଯାଇଛି। ସିବିଡିଟି ଅନୁଯାୟୀ, ଏହା ସମାନତା ଶୁକ୍ଲ ଆଦାୟ ନିୟମ ୨୦୧୬ରେ ସଂଶୋଧନ କରିଛି। ବିଦେଶୀ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଭିମୁଖ୍ୟ ଅଧୀନରେ ଅଣାଯାଇଛି, ଯେଉଁଥିରେ ସେମାନଙ୍କୁ ମଧ୍ୟ ଏହି ଶୁଳ୍କ ଦେବାକୁ ପଡିବ।
ବାସ୍ତବରେ, ୨୦୨୦-୨୧ ବଜେଟରେ ଅଣ-ବାସିନ୍ଦା ବାଣିଜ୍ୟ ଅପରେଟରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ଉପରେ ସରକାର ଦୁଇ ପ୍ରତିଶତ ଟିକସ ଲାଗୁ କରିଛନ୍ତି। ଏହାକୁ ସମାନତା ଆଦାୟ କୁହାଯାଏ। ଇ-ବାଣିଜ୍ୟ ସମାନତା ଆଦାୟକୁ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଳ୍କ ଜମା କରିବା ପାଇଁ ଇଣ୍ଡିଆନ୍ ବ୍ୟାଙ୍କରେ ଇ-କମର୍ସ ଅପରେଟରଙ୍କ ପ୍ୟାନ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆବଶ୍ୟକ ହେବ।
BREAKING NEWS
- ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନସିପ୍: ଟିମ୍ରେ ସ୍ୱର୍ଣ୍ଣ ପଦକ ଜିତିଲେ ମନୁ, ଇଷା, ଅଲିମ୍ପିକ୍ କୋଟାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ ପାଇଁ ଓଡ଼ିଶା-ଜାପାନ ମଧ୍ୟରେ MoU
- ଦୁଇଟି ସ୍ଥାନରେ ଚଢ଼ଉ; ୧୪୦ କେଜି ଗଞ୍ଜେଇ ଜବତ, ୫ ଗିରଫ
- ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍: ନଭେମ୍ବର ୧୨ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ଏକପ୍ରକାର ନିଶ୍ଚିତ
- IPLରେ ବଡ଼ ପରିବର୍ତ୍ତନ; ହୋଇପାରେ ୨ ଟିମ୍ ସାମିଲ, ଜାଣନ୍ତୁ ରେସରେ କେଉଁ ସହର…
- ଆସୁଛି ଆଉ ଏକ ଲଘୁଚାପ, ନଭେମ୍ୱର ୧୩ ବେଳକୁ…
- ଆର୍ଯ୍ୟବୀର ସେହ୍ୱାଗଙ୍କ ବିସ୍ଫୋରକ ୧୬୦ ରନ୍, ୟୁଏଇକୁ ହରାଇ ସେମିରେ ଭାରତ
- ‘ମାଓବାଦୀ ଶେଷ, ଏବେ ଦିମାଗୀ ନକ୍ସଲଙ୍କ ପାଳି’; ରାହୁଲ ଗାନ୍ଧୀଙ୍କ ବୟାନରେ କିରେନ ରିଜିଜୁଙ୍କ କଡ଼ା ଜବାବ
- ବର୍ଷା ଯୋଗୁଁ ଧୋଇଗଲା ତୃତୀୟ ଦିନିକିଆ: ଭାରତ ୨-୦ରେ ଅଗ୍ରଣୀ
Comments are closed.