Latest Odisha News

BREAKING NEWS

Browsing Tag

Business

ଫ୍ରୋଜେନ ମଟର ବ୍ୟବସାୟ କରନ୍ତୁ..ପାଆନ୍ତୁ ୫୦ରୁ ୮୦ ପ୍ରତିଶତ ଲାଭ

ଭୁବନେଶ୍ଠର: ଶୀତଦିନେ ବଜାରରେ ଫ୍ରୋଜେନ ମଟରର ବେଶ୍ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ଏହି ବ୍ୟବସାୟ ଆରମ୍ଭ କରି ବହୁତ ଭଲ ରୋଜଗାର କରିପାରିବେ । ସାଧାରଣତଃ ସମସ୍ତେ ଫ୍ରୋଜନ ମଟର ତରକାରୀ ପସନ୍ଦ କରନ୍ତି । ଘରେ ଘରେ ପ୍ରିୟ ଖାଦ୍ୟ ଭାବରେ ମଟର ବ୍ୟବହୃତ ହେଉଥାଏ ।  ତେଣୁ ବଜାରରେ…

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ…

ଅନୀଲ୍ ଅମ୍ବାନୀଙ୍କ ଏହି କମ୍ପାନୀ ଦୁଇଟି ବୃହତ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ପୁଣି ବିଫଳ

ନୂଆଦିଲ୍ଲୀ: ଅବିରତ ସଂଘର୍ଷ କରୁଥିବା ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ, ରିଲାଏନ୍ସ କ୍ୟାପିଟାଲ୍, ଏଚ୍‌ଡିଏଫ୍‌ସି ଲିମିଟେଡ୍ ଏବଂ ଆକ୍ସିସ୍ ବ୍ୟାଙ୍କର ଟର୍ମ ଋଣ ଉପରେ ଡିଫଲ୍ଟ କରିଛି। କମ୍ପାନୀ କିସ୍ତିଗୁଡ଼ିକୁ ଠିକ୍ ସମୟରେ ପରିଶୋଧ କରିବାରେ ବିଫଳ ହୋଇଛି। କମ୍ପାନୀ ବମ୍ବେ ଷ୍ଟକ୍…

ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକର ଗିରଫ

ନୂଆଦିଲ୍ଲୀ: ଟ୍ରାଭେଲ ଏବଂ ଟୁର୍ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଅନେକ ବ୍ୟାଙ୍କରୁ ପ୍ରାୟ ୫,୫୦୦ କୋଟି ଟଙ୍କା ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୟେସ୍‌ ବ୍ୟାଙ୍କରେ ସର୍ବାଧିକ ୨,୨୬୭…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏକଟ୍‌ ଆମାଜନ୍‌’

ନୂଆଦିଲ୍ଲୀ: ତନିସ୍କ ପରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍‌ର ଅଡୁଆ ବଢିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବଏ୍‌କଟ୍‌ ଆମାଜନର ଅଭିଯାନ ସୋସିଆଲ ମିଡିଆରେ ଜୋର୍‌ ଧରିଛି। ଉଲ୍ଲେଖନୀୟ କଥା ହେଉଛି, 'ଓଁ' ହିନ୍ଦୁ ଧର୍ମ ପାଇଁ ଏକ ପବିତ୍ର…

ୱି‌ପ୍ରୋ ମୁଖ୍ୟ ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଇଟି କମ୍ପାନି ୱି‌ପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି। ସେ ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୧୯-୨୦ ରେ ପ୍ରାୟ ୭,୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ଏଡେଲଗିଭ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରକ‌ାଶିତ ତାଲିକାରେ…

କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଲା ଷ୍ଟକ୍‌ ମାର୍କେଟ୍‌; ;ପ୍ରଥମଥର ପାଇଁ ୪୩୦୦୦ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ପ୍ରଥମ ଥର ପାଇଁ କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଛି ଷ୍ଟକ୍‌ ମାର୍କେଟ୍‌। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ୬୮୦…

ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଭର୍ଚୁଆଲ୍ ଆୟୋଜନରେ ସାମିଲ୍‌ ହେବେ ୫୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ଏକ ଭର୍ଚୁଆଲ୍ ଢଙ୍ଗରେ ଆୟୋଜିତ ହେବ। ଏହା ଆଇଏମ୍‌ସିର ଚତୁର୍ଥ ସଂସ୍କରଣ ହେବ। ଦୂରସଂଚାର ବିଭାଗ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ତରଫରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି…

ଏଣିକି ହ୍ୱାଟ୍‌ସଆପ୍‌ରେ ବି ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍‌ସଆପ୍‌ରେ ଚାଟ୍ ଏବଂ ଭିଡିଓ କଲ ସହ ଟଙ୍କା ମଧ୍ୟ ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍‌ସଆପ୍‌କୁ ଅନୁମତି ଦେଇଛି ଏବଂ ଆଜିଠାରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ହ୍ୱାଟ୍‌ସଆପ୍‌ ଏକ ବିବୃତ୍ତିରେ…

ଫୋନ୍‌ ପେ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ପାର୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରକ୍ରିୟା ଅଧିକ ବ୍ୟବହାର କରାଯାଉଛି। ତେବେ ଏହା ମଧ୍ୟରେ ଫୋନ୍‌ ପେ ଉପଭୋକ୍ତାଙ୍କ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି। ଏ ନେଇ ଫୋନ୍‌ ପେ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଅକ୍ଟୋବରରେ ଏହାର…