Latest Odisha News

BREAKING NEWS

ବାରିପଦାରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବାରିପଦା: ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟସ୍ଥ ଏକ ଢାବାରୁ ପ୍ରାୟ ୧୭ କେଜି. ଓଜନର ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

ଏହି ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ବୋଲେରୋ ଏବଂ ଗୋଟି, କାର୍ ମଧ୍ୟ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି ।

 

Leave A Reply

Your email address will not be published.