Latest Odisha News

BREAKING NEWS

କଟକ ବଡ ମେଡିକାଲର କୋଠାରୁ ଡେଇଁ ରୋଗୀ ମୃତ

କଟକ: କଟକ ବଡ ମେଡିକାଲର ତିନି ମହଲା କୋଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ରୋଗୀ ଡେଇଁପଡି ଆତ୍ମହତ୍ୟା କରିଛନ୍ତି ।

ଏଯାବତ୍ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ରୋଗୀଙ୍କୁ ନିକଟରେ ହସ୍ପିଟାଲର ନୂଆ ମେଡିସିନ୍ ବିଭାଗର ନିରାଶ୍ରୟ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ତେବେ ୱାର୍ଡ ଝରକାରୁ ଡେଇଁବା ପୂର୍ବରୁ ସମ୍ପୃକ୍ତ ରୋଗୀ ଜଣକ ଝରକାର ଗ୍ରୀଲ୍ ଭାଙ୍ଗି ଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.