Latest Odisha News

BREAKING NEWS

Browsing Tag

scb medical college

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ…

କୋଭିଡ୍ ଡ୍ୟୁଟି ପାଇଁ ଏସସିବି ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ବସଟି ଗଛରେ ଧକ୍କା ହୋଇଛି । ଟର୍ଣ୍ଣିଂ ବୁଲିବା ବେଳେ ଭାରସାମ୍ୟ ହରାଇ ଓଏସଆରଟିସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୭ ଜଣ ଢାକ୍ତରୀ…

ଏସସିବିର ହେବ ନବକଳେବର…୨୦୨୪ରେ ହେବ ଉଦଘାଟନ

ଭୁବନେଶ୍ୱର : ବଦଳିବ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ରୂପରେଖ । ନବକଳେବର ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ହେବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ୨୦୨୪ମସିହା ଜାନୁଆରୀ ୧ତାରିଖରେ ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି । ୧୬୧ଏକର ଜମିରେ ତିଆରି ହେବାକୁ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ

କଟକ: ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ ସେବା । ଶୁଭାରମ୍ଭର ଦିନେ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ । କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଆକ୍ରାନ୍ତଙ୍କୁ ଥେରାପୀ ଦିଆଯାଇଛି । ତାଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି । ଏହି ସୂଚନା…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ଏସସିବିର ୭ କର୍ମଚାରୀ

କଟକ: ରବିବାର ଦିନ କଟକ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୭ ଜଣ କର୍ମଚାରୀ ।ଏନେଇ ସରକାରୀ ସୂତ୍ରରୁ ରିପୋର୍ଟ ପ୍ରକାଶ। ଏସସିବି କର୍ମଚାରୀଙ୍କ ବ୍ୟତୀତ ହସ୍ପିଟାଲର ଆଇସୋଲେସନ ୱାର୍ଡର ୪ ରୋଗୀ ଏବଂ ଶିଶୁ ଭବନର ଜଣେ ଶିଶୁ…

କଟକ ଏସସିବି ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଆଣ୍ଡ କଲେଜ ଚାରିପାଖରୁ ସୋମବାର ଦିନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସସିବି ମେଡିକାଲର ନବକଳେବର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ କଟକ ଜିଲ୍ଳା ପ୍ରଶାସନ ଓ କଟକ ନଗର ନିଗମ(ସିଏମସି) ପକ୍ଷରୁ ଏହି ଉଚ୍ଛେଦ…

ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ପରିସରରେ ଉତ୍ତେଜନା

କଟକ: ଚିକିତ୍ସାରେ ଅବହେଳା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ରବିବାର ସକାଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଛି । ଏପରିକି ସମ୍ପୃକ୍ତ ଶିଶୁର ପରିବାର ବର୍ଗ ହସ୍ପିଟାଲର କାଜୁଆଲିଟି ବିଭାଗରେ ତାଲା ପକାଇ…

କଟକ ଏସସିବିରେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସସିବି) ରେ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ରୋଗୀଙ୍କ ନାମ ରମା ବାରିକ (୫୦) ଏବଂ ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…

କଟକ ବଡ ମେଡିକାଲର କୋଠାରୁ ଡେଇଁ ରୋଗୀ ମୃତ

କଟକ: କଟକ ବଡ ମେଡିକାଲର ତିନି ମହଲା କୋଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ରୋଗୀ ଡେଇଁପଡି ଆତ୍ମହତ୍ୟା କରିଛନ୍ତି । ଏଯାବତ୍ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ରୋଗୀଙ୍କୁ ନିକଟରେ ହସ୍ପିଟାଲର ନୂଆ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମସକୁ ଚିଠି ଲେଖିଲେ ଏସସିବି କର୍ତ୍ତୃପକ୍ଷ

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମସ ମେଡିକାଲକୁ ଚିଠି ଲେଖି ସହାୟତା ଲୋଡିଛନ୍ତି ଏସସିବି ଡାକ୍ତରୀଦଳ । ଗଣମାଧ୍ୟମକୁ ସୂଚନା ଦେଇ ଏସସିବି ଅଧିକ୍ଷକ ଡ. ସିବିକେ ମହାନ୍ତି…