Latest Odisha News

BREAKING NEWS

ଲଗାତାର ୨୨ ଦିନ ବୃଦ୍ଧି ପାଇବା ପରେ ଆଜି ସ୍ଥିର ରହିଛି ତୈଳ ଦର: କେତେ ରହିଛି ଆଜିର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ:ଦେଶରେ ଲଗାତାର ୨୨ ଦିନ ଧରି ତୈଳ ଦର ବଢିବା ପରେ ଆଜି ସ୍ଥିର ରହିଛି । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ବର୍ଦ୍ଧିତ ତୈଳ ଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ରବିବାର ଦିନ ମଧ୍ୟ ଏହା ସ୍ଥିର ରହିଥିଲା ।
ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦.୪୩ ଟଙ୍କା ରହିଥିବା ବେଳେ ଡିଜେଲ ୮୦.୫୩ ଟଙ୍କା ରହିଛି।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦.୭୫ ଟଙ୍କାରେ ରହିଥିବା ବେଳେ ଡିଜେଲ ଦର ଲିଟର ପ୍ରତି ୭୮.୫୧ ଟଙ୍କାରେ ରହିଛି ।

ଗତ ୨୨ ଦିନ ମଧ୍ୟରେ ପେଟ୍ରୋଲ ଦର ୯.୧୭ ଟଙ୍କା ଓ ଡିଜେଲ ଦର ପାଖାପାଖି ୧୧.୧୪ ଟଙ୍କା ବୃଦ୍ଧି ଘଟିଛି ।

Leave A Reply

Your email address will not be published.