Latest Odisha News

BREAKING NEWS

କଶ୍ମୀରରେ ଖସିଲା ପାରଦ ; ବରଫ ପାଲଟିଲା ନଦୀ ,ଝରଣା

କଶ୍ମୀର : କଶ୍ମୀରରେ ଜାରି ରହିଛି ପ୍ରବଳ ଥଣ୍ଡା । କଶ୍ମୀରର କିଛି ଅଞ୍ଚଳରେ ତାପାମାତ୍ରା ଜିରୋ ଡିଗ୍ରୀରେ ପହଁଞ୍ଚିଲାଣି । ଫଳରେ ଅନେକ ନଦୀ, ହ୍ରଦ, ଝରଣା ଆଦି ବରଫାବୃତ୍ତ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଶ୍ରୀନଗରରେ ରାତିର ତାପମାତ୍ରା ମାଇନସ୍ ୬ ଡିଗ୍ରୀ ଗୁଲମାର୍ଗ ତାପମାତ୍ରା ମାଇନସ୍ ୯ ଡିଗ୍ରୀ ରହିଛି । ବରଫାବୃତ୍ତ ଝରଣା ଦେଖିବା ପାଇଁ ଟୁରିଷ୍ଟ ମାନଙ୍କର ପ୍ରବଳ ଭିଡ ଜମିଛି ।

ଆଖ ପାଖ ଅଞ୍ଚଳର ଲୋକମାନଙ୍କ ମଧ୍ୟ ଭିଡ ଜମୁଖି ଏହି ଦୃଶ୍ୟ ଦେଖିବା ପାଇଁ । ଲୋକମାନେ ଏହି ବରଫ ଝରଣା ପାଖରେ ଠିଆ ହୋଇ ସେଲିଫ୍ ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।ପାଣିପାଗ ବିଭାଗର ସୂଚନା ଅନୁସାରେ ତାପାମାତ୍ରା ଆହୁରି ଖସିବ

Leave A Reply

Your email address will not be published.