Latest Odisha News

BREAKING NEWS

୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷା ସରକାରଙ୍କୁ ଶୀଘ୍ର ଗତି କରିବାକୁ ପ୍ରେରିତ କରୁଛି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ ସର୍ଭିସ୍ କମ୍ପାନୀ (ନାସସ୍କୋମ୍) ର ଟେକ୍ନୋଲୋଜି ଏବଂ ଲିଡରସିପ୍ ଫୋରମ୍ (NTLF) କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ହେଉଛି ଏକ ସମୟ ଯେତେବେଳେ ବିଶ୍ୱ ଭାରତକୁ ପୂର୍ବ ଅପେକ୍ଷା ଅଧିକ ଆଶା ଏବଂ ଆତ୍ମବିଶ୍ୱାସରେ ଦେଖୁଛି।

ଆମର ଜ୍ଞାନ ବିଜ୍ଞାନ ଏବଂ ଆମର ପ୍ରଯୁକ୍ତିବିଦ୍ୟା କରୋନା ସମୟରେ ନିଜକୁ ପ୍ରମାଣିତ କରିଛି। ଆଜି ଆମେ ଦୁନିଆର ଅନେକ ଦେଶକୁ ମେଡ ଇନ୍ ଇଣ୍ଡିଆ ଟିକା ଦେଉଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ ୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷା ସରକାରଙ୍କୁ ଶୀଘ୍ର ଗତି କରିବାକୁ ପ୍ରେରିତ କରୁଛି।

Leave A Reply

Your email address will not be published.