ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍ କରି କହିଛନ୍ତି, “ମୋ ମନ୍ତ୍ରିମଣ୍ଡଳର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଅଭିନନ୍ଦନ । ସେ ପେଟ୍ରୋଲିୟମ ଏବଂ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଭାବଶାଳୀ ଅବଦାନ ରଖିଛନ୍ତି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି”।
BREAKING NEWS
- ‘ରାଜନୀତି କରିବା କି କ୍ଷମତା ପାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ,ସେ ଆସିଛନ୍ତି ଲୋକଙ୍କ ସେବା କରିବା ପାଇଁ’
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ; ବାଜ୍ୟାପ୍ତି ହେଲା ଏସସିଓଙ୍କ ସମ୍ପତ୍ତି
- ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି
- ବରଗଡରେ ଅଟୋଚାଳକଙ୍କୁ ହତ୍ୟା, ବ୍ୟକ୍ତିଗତ କହିଲେ ମୁଖ୍ୟ ନିର୍ବଚନୀ ଅଧିକାରୀ
- କେଜ୍ରିଓ୍ୱାଲଙ୍କ ଘରେ ସାଂସଦଙ୍କୁ ଅସଦାଚରଣ ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ସ୍ୱାତୀଙ୍କ ଡ୍ରେସ୍
- ମତଦାନ ସମୟରେ ଭଞ୍ଜନଗର ବୁଥ୍ ଭିତରେ ହିଂସା, ବୁଥ୍ ରିଗିଂ କରୁଥିବା ଅଭିଯୋଗ
- ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି
- ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ: ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ
- ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ
- ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ:ମୋଦି