Latest Odisha News

ଆସନ୍ତାକାଲି ଭୁବନେଶ୍ୱର, କଟକ ଓ ପୁରୀର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୧୩.୧୨.୨୦୧୯)

ଭୁବନେଶ୍ୱର

ଖଣ୍ଡଗିରି, ଭରତପୁର, ବାସୁଆଘାଇ, ବଙ୍କୁଲ, ଟଙ୍କପାଣି ରୋଡ଼ ଓ ଜଗନ୍ନାଥ କଲୋନୀ (ସକାଳ ୮ଟାରୁ ଦିନ ୨ଟା ଯାଏଁ)

କଳ୍ପନା-୧ (ଦିନ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ)

କଟକ

ଟାଉନ ହଲ, ହରିପୁର, ପୀଠାପୁର, ଦୋଳମୁଣ୍ଡାଇ (ଦିନ ୧୦ଟାରୁ ଦିନ ୩ଟା ଯାଏଁ)

ନିଆଳି (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)

ବାଲିକୁଦା (ଦିନ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ)

ପୁରୀ

ବାଲିଦୋକାନ, ଦାସବାଟିଆ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ଓ ଅଣସର (ଦିନ ୧୦ ଟାରୁ ଦିନ ୨ଟା ଯାଏଁ)

Leave A Reply

Your email address will not be published.