Latest Odisha News

BREAKING NEWS

ବିଦେଶରେ ପୁଣି ମୁକ୍ତିଲାଭ କରିବ ‘ବାହୁବଳୀ-୨’

ନୂଆଦିଲ୍ଲୀ: ପୁଣି ଥରେ ଆମେରିକାରେ ରିଲିଜ୍‌ ହେବ ବାହୁବଳୀ-୨। ବାହୁବଳୀ-୨ ହିନ୍ଦୀ ସିନେମା ଜଗତର ଏକ ସଫଳ ଚଳଚ୍ଚିତ୍ର। ତେବେ ଏହାର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ବାହୁବଳୀ-୨କୁ ପୁଣି ଥରେ ଆମେରିକାରେ ରିଲିଜ୍‌ କରାଯିବ। ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଅକ୍ଟୋବର ୨୩ରେ ଏହା ମୁକ୍ତିଲାଭ କରିବ।

୨୦୧୭ରେ ବି ଏହା ଆମେରିକାର ଅନେକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ଏହା କେବଳ ଆମେରିକା ନୁହେଁ ବିଦେଶରେ ରହୁଥିବା ଅନେକ ଭାରତୀୟ ପ୍ରଶଂସକମାନେ ପୁଣି ଥରେ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.