Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୁରୀ ଜଳସେଚନ ସହକାରୀ ଯନ୍ତ୍ରୀ

ପୁରୀ: ପୁରୀ ସ୍ଥିତ ନିମାପଡା ଜଳ ସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ମଧୁବନ ସ୍ଥିତ ଘର ସମେତ ପ୍ରାୟ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ତେବେ ଏହି ଆୟବର୍ହିଭୁତ ସମ୍ପତ୍ତିର ପରିମାଣ ସଠିକ୍ ଭାବେ ଆକଳନ ହୋଇପାରିନଥିଲେ ମଧ୍ୟ ଏହା ତଦନ୍ତ ପରିସରଭୁକ୍ତ ରହିଛି ।

Leave A Reply

Your email address will not be published.