Latest Odisha News

BREAKING NEWS

କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ରଞ୍ଜୀବ ବିଶ୍ୱାଳ ନିଯୁକ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଜାତୀୟ ମୁଖପାତ୍ର ଭାବେ ଭାବେ ନିଯୁକ୍ତ ହୋଇଛନ୍ତି ।

ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଦିନ ନୂଆଦିଲ୍ଲୀଠାରେ ଏହି ନୂତନ ପଦବୀରେ ରଞ୍ଜୀବଙ୍କୁ ନିଯୁକ୍ତ କରିଛନ୍ତି । ଶ୍ରୀ ବିଶ୍ୱାଳ ଏକାଦଶ ଏବଂ ଦ୍ୱାଦଶ ଲୋକସଭା ଲାଗି ଯଥାକ୍ରମେ ୧୯୯୬-୯୭ ରୁ ୧୯୯୮-୯୯ ପର୍ଯ୍ୟନ୍ତ ସଦସ୍ୟ ରହିଥିଲେ । ସେ ୨୦୧୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.