ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ସାଜିଛନ୍ତି ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ । ପର୍ତୁଗାଲର ଏହି ଖେଳାଳିଙ୍କ ଫଲୋର୍ସ ସଂଖ୍ୟା ୪୦ କୋଟି ଛୁଇଁଛି । ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଆମେରିକା ମଡେଲ ତଥା ବ୍ୟବସାୟୀ କାଇଲି ଜେନ୍ନେର ରହିଛନ୍ତି । ତାଙ୍କ ଫଲୋର୍ସ ସଂଖ୍ୟା ୩୦୯ ମିଲିୟନ ରହିଛି ।
ଇନଷ୍ଟାଗ୍ରାମର ଲୋକପ୍ରିୟ ବ୍ୟକ୍ତି
୧.କ୍ରିଷ୍ଟିଆନ ରୋନାଲ୍ଡୋ(ପର୍ତୁଗାଲ, ଫୁଟବଲ ଖେଳାଳି): ୪୦୦ ମିଲିୟନ ୨. କାଇଲି ଜେନ୍ନର(ଆମେରିକା, ମଡେଲ): ୩୦୯ ମିଲିୟନ
୩.ଲିଓନେଲ ମେସି (ଆର୍ଜେଂଟିନା, ଫୁଟବଲ):୩୦୬ ମିଲିୟନ ୪.ଡ୍ୱେନ ଦି ରକ ଜନଶନ (ଅଭିନେତା):୨୯୫ ମିଲିୟନ ୫.ସେଲେନା ଗୋଭେଜ(ଆମେରିକା, ଗାୟିକା): ୨୯୫ ମିଲିୟନ ୬.ଏରିୟନ ଗ୍ରାଂଣ୍ଡେ(ଆମେରିକା, ଗାୟିକା): ୨୯୪ ମିଲିୟନ ୭.କିମ କାର୍ଦ୍ଦିଶିୟନ(ଆମେରିକା, ମଡେଲ): ୨୮୪ ମିଲିୟନ ୮.ବେୟନ୍ସ ନୋଲ୍ସ (ଆମେରିକା, ଗାୟିକ)):୨୩୭ ମିଲିୟନ ୯.ଜଷ୍ଟିନ ବାଇବର(ଆମେରିକା, ଗାୟକ):୨୧୯ ମିଲିୟନ ୧୦.ଖୋଲେ କାର୍ଦ୍ଦିସିଆନ(ଆମେରିକା ମଡେଲ): ୨୧୯ ମିଲିୟନ
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.