Latest Odisha News

କଟକରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ

କଟକ : ଆସନ୍ତାକାଲି  ସତୀନଗରରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ । ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ସିଏମସି କମିଶନର ଅନନ୍ୟା ଦାସ ଓ ଉପଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟାତରାୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.