Latest Odisha News

BREAKING NEWS

Browsing Tag

brahmastra

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  । ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ…

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ…

ରଣବୀରଙ୍କ ୧୧ ବର୍ଷ ପୁରୁଣା ମନ୍ତବ୍ୟ ଲାଗି ବୟକଟ୍‌ ହେବ କି ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତ୍ର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ…

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ଦକ୍ଷିଣ ଭାଷାରେ ରିଲିଜ କରିବ ରଣବୀର, ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ବ୍ରହ୍ମାସ୍ତ୍ରର ମୋସନ୍‌ ପୋଷ୍ଟର ଡିସେମ୍ବର ୧୫ରେ ମୁମ୍ବାଇରେ ଲଞ୍ଚ କରିଥିଲେ। ସୂଚନା ଅନୁଯାୟୀ ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ନାମକ ଚାରୋଟି ଭାଷାରେ ଏହି ଚଳଚ୍ଚିତ୍ର ଉପସ୍ଥାପନ କରିବେ। ବ୍ରହ୍ମାସ୍ତ୍ର ହେଉଛି ଏକ ପିରିୟଡ୍…

୭ ଫିଲ୍ମରେ ଅଟକିଛି ଧର୍ମା ପ୍ରଡକ୍ସନର ୧୧୦୦ କୋଟି !

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ କରୋନା ମହାମାରୀ ଯୋଗୁ ଅସୁବିଧାରେ ପଡିଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ଧର୍ମା ପ୍ରଡକ୍ସନର ୭ ଫିଲ୍ମରେ ୧୧୦୦ କୋଟି ଇନଭେଷ୍ଟ ହୋଇଛି । ଏହା ମଧ୍ୟରେ ବ୍ରହ୍ମାସ୍ତ୍ରରେ ୫୦୦ କୋଟି, ସୂର୍ଯ୍ୟବଂଶୀରେ ୧୬୫ କୋଟି, ଦୋସ୍ତାନା-୨ର ୫୦ କୋଟି,…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…