Latest Odisha News

ଆତଙ୍କୀ ସଂଗଠନଙ୍କ ଟାର୍ଗେଟରେ ଆରଏସଏସ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଓ ଅଫିସକୁ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରିବା ଯୋଜନାରେ ରହିଛନ୍ତି ବୋଲି ଇଟେଂଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟ ଦେଇଛି ।

ଏହି ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ପୂର୍ବାଂଚଳର କେତେକ ରାଜ୍ୟରେ ସେମାନେ ଏହି କାଣ୍ଡ ଘଟାଇପାରନ୍ତି । ଆତଙ୍କବାଦୀମାନେ ଆଇଇଡି ବୋଝେଇ ଗାଡିକୁ ବ୍ୟବହାର କରି ବିସ୍ଫୋଟ କରିବା ଲକ୍ଷ୍ୟରେ ରହିଛନ୍ତି । ଏହି ଆଲର୍ଟ ପରେ ଉପରୋକ୍ତ ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡା କଡା କରି ଦିଆଯାଇଛି ।

Leave A Reply

Your email address will not be published.