Latest Odisha News

BREAKING NEWS

ଅଭିଯୋଗକାରୀଙ୍କୁ ଅସଦାଚରଣ କରି ପୋଲିସ ଅଧିକାରୀ ନିଲମ୍ବିତ

ପୁରୀ: ‘ମୋ ସରକାର’ ଅଧିନରେ ଜନସାଧାରଣଙ୍କ ଠାରୁ ଖରାପ ଫିଡବ୍ୟାକ୍ ମିଳିବା ପରେ ପୁରୀ ଏସପି ଉମା ଶଙ୍କର ଦାସ ସୋମବାର ଦିନ ସଦର ଥାନାର ଏଏସଆଇ ପ୍ରହ୍ଲାଦ ବରାଳଙ୍କୁ ନିଲମ୍ବିତ କରିଛନ୍ତି ।

ଏଏସଆଇ ଜଣକ ଅଭିଯୋଗକାରୀଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଆହୁରି ମଧ୍ୟ ଏସପି କହିଛନ୍ତି ଯେ ବିସ୍ତୃତ ଯାଞ୍ଚ ପରେ ସମ୍ପୃକ୍ତ ପୋଲିସ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.