କବିତା : ରବର କବିତାସାହିତ୍ୟ By ଓଡ଼ିଶା ସମ୍ବାଦ ବ୍ୟୁରୋ On Jun 23, 2021 Share ଗଦାଧର ସାହୁ ଲିଭେଇ ଚାଲିଛି ଯେତେ ଭୁଲ୍ ଭାଲ୍ ଠିକ୍ ଠାକ୍ କରିବାକୁ, ଆଉ କେତେ ଅଛି କହିଦିଅ ଥରେ ଲିଭେଇ ଦେବି ମୁଁ ସବୁ। ଲିଭେଇ ଲିଭେଇ ସରି ମୁଁ ଯାଉଛି ନ ସରୁଛି ତୁମ ଭୁଲ୍, ସେହି ଭୁଲ୍ ପାଇଁ କେତେ ଗାଳି ମାଡ ତଥାପି ବି କର ଭୁଲ୍ । Gadadhar SahuOdia PoemSabu dina Sahitya Share
Comments are closed.