କବିତା : ନାୟକ କବିତା By ଓଡ଼ିଶା ସମ୍ବାଦ ବ୍ୟୁରୋ On Sep 29, 2021 Share ଗଦାଧର ସାହୁ ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ । Gadadhar SahuOdia PoemSabu dina Sahitya Share
Comments are closed.