Latest Odisha News

BREAKING NEWS

କବିତା : ନାୟକ

ଗଦାଧର ସାହୁ 

ମୁଁ
ତମେ
ସେମାନେ
ମିଳିମିଶି
ପରସ୍ପରର
ଭୁଲ୍ ଠିକ୍ ବୁଝୁ ।

ସମସ୍ୟା ବାହାରିଲେ
ସମାଧାନ କରିଥାଉ ।

ସଫଳତାର ଶ୍ରେୟ
ସମସ୍ତେ ଚାହାଁନ୍ତି ।

ବିଫଳ ହେଲେ
ଦାୟୀ ନୁହଁ
ଜଣେ ବି
ନା ସେ
ମୁଁ ।

Leave A Reply

Your email address will not be published.