Latest Odisha News

BREAKING NEWS

କବିତା : ଉପପାଦ୍ୟ

ମାନସ ରଞ୍ଜନ ମହାପାତ୍ର 

ଗୋଟିଏ ଦୁଃଖର ନାଁ
ଅନୁଭୂତି

ଗୋଟିଏ ତାରାର ନାଁ
ଅରୁନ୍ଧତୀ

ଗୋଟିଏ ନଦୀର ନାଁ
ଇଛାମତୀ

ଗୋଟିଏ ପ୍ରେମର ନାଁ
ସରସ୍ୱତୀ

ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ
ସରସ୍ୱତୀରେ ନିୟତି ଭାରତୀ
ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି
ସ୍ବପ୍ନ ଅସରନ୍ତି …….।

Leave A Reply

Your email address will not be published.