Latest Odisha News

ସଚିନ ରାଗିଲେ: ଲକ୍‌ଡାଉନ ପାଳନ କର, ମଉଜ କର ନାହିଁ

ନୂଆଦିଲ୍ଲୀ: ଲକଡାଉନକୁ ଗୁରୁତ୍ୱ ଭାବେ ନେଉ ନ ଥିବା ଲୋକମାନଙ୍କ ଉପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିରକ୍ତ ହୋଇଛନ୍ତି । ଆପଣମାନେ କରୋନା ମାହାମାରୀରୁ ପ୍ରଭାବକୁ ଚିନ୍ତା କରିପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ଆପଣମାନେ ବାହାରକୁ ବାହାରିବା ସହ ମଉଜ କରୁଛନ୍ତି । ଏହା ଠିକ୍ ନୁହେଁ ବୋଲି ସଚିନ କହିଛନ୍ତି ।

ତାଙ୍କ ପୂର୍ବରୁ ବିରାଟ କୋହଲି, କେଭିନ ପିଟରସନ ଏବଂ ଲତା ମଙ୍ଗେସକରଙ୍କ ପରି ମହାନ ବ୍ୟକ୍ତି ଲକଡାଉନକୁ ମାନିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.