ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ଯୁବ ପୁରସ୍କାର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ! ଜାତୀୟ ସମ୍ବାଦପତ୍ର ‘ଦ ହିନ୍ଦୁ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ୨୪ଟି ଭାରତୀୟ ଭାଷାର ଲେଖକ ଓ ପ୍ରକାଶକମାନଙ୍କଠାରୁ ୨୦୨୦ ମସିହାର ଯୁବ ପୁରସ୍କାର ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି ! ୩୫ ବର୍ଷରୁ କମ ବୟସର ଲେଖକ ଲେଖିକାମାନେ ସେମାନଙ୍କ ପ୍ରକାଶିତ ପୁସ୍ତକ ସହ ଆବେଦନ କରି ପାରିବେ! ଏଥିପାଇଁ ପୁରସ୍କାର ରାଶି ୫୦,୦୦୦ ଟଙ୍କା ରହିଥିବାବେଳେ ଆବେଦନ କରିବାର ଶେଷ ତାରିଖ ରହିଛି ୩୦ ଅଗଷ୍ଟ ୨୦୧୯ !
BREAKING NEWS
- ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର ସ୍ୱତନ୍ତ୍ର ଯୋଜନା
- ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ
- କିଏ ସେହି ଫ୍ୟାନ୍ ଯାହାକୁ ‘ଶହେନଶାହ’ ଜ୍ୟାକେଟ ଉପହାର ଦେଲେ ବିଗ ବି ?
- ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ
- ଡବ୍ଲ୍ୟୁପିଏଲ: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ
- ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ
- ଆଧାର-ଭୋଟର ଲିଙ୍କ ସମୟ ସୀମା ବର୍ଷେ ଘୁଞ୍ଚିଲା; ଜାଣନ୍ତୁ, କେମିତି କରିବେ ଲିଙ୍କ
- ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ, ମନୀଷା କ୍ୱାର୍ଟରରେ
- ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା
- ଡାଟା ଚୋରି ଭୟ: କର୍ମଚାରୀଙ୍କୁ ଟିକ୍ଟକ୍ ଆପ୍ ଡିଲିଟ୍ କରିବାକୁ କହିଲା ବିବିସି