Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ‘ପଠାନ୍’ ପାଇଁ‌ ସୁଟିଂ ଆରମ୍ଭ କରିବେ ସଲ୍‌ମାନ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନ ବିଗ୍ ବସ୍ ୧୪ ସିଜିନ୍‌ ଶେଷ ହେବା ପରେ ତାଙ୍କ ଆକ୍ସନ୍ ଥ୍ରୀଲର ମୁଭି ‘ପଠାନ୍‌’ରେ ଘନିଷ୍ଠ ବନ୍ଧୁ ଶାହରୁଖ ଖାନଙ୍କ ସହ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି।

‘ପଠାନ’ରେ ସଲମାନଙ୍କର ଏକ ବିଶେଷ ଭୂମିକା ରହିଛି, ଯାହାର ଶୁଟିଂ ବର୍ତ୍ତମାନ ଚାଲିଛି। ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ। ସୁପରଷ୍ଟାର ଉତ୍ସାହର ସହ ଦର୍ଶକଙ୍କ ସହ ସେୟାର କରିଛନ୍ତି ଯେ ସେ ଆସନ୍ତା ଆଠ ମାସ ମଧ୍ୟରେ ତିନିଟି ଫିଲ୍ମ ବ୍ୟାକ୍ ଟୁ ବ୍ୟାକ୍ ସୁଟିଂ କରିବେ।

ବିଗ୍‌ ବସ୍‌ ପରେ “ଯେତେବେଳେ ଏହି ସୋ ସମାପ୍ତ ହେବ, ପଠାନ, ତା’ପରେ ଟାଇଗର ଏବଂ ପରେ କଭି ଇଦ୍ କଭି ଦିୱାଲୀର ସୁଟିଂ ଆରମ୍ଭ କରିବେ।

Leave A Reply

Your email address will not be published.