Latest Odisha News

ବିଜ୍ଞାନ ଖେଳ: ପେପର ସ୍ପିନର୍‌

ଗୋଟିଏ ସାଧା କାଗଜ ପଟିରୁ ଆମେ ତିଆରି କରିବା ସ୍ପିନର୍‌, ଦେଖିବା ଏହା କେମିତି ଉଡୁଛି ।

୧- କାଗଜ ପଟି ନିଅ
୨- କାଗଜ ପଟିର ଗୋଟିଏ ଧାରରେ ଅଠା ଲଗାଇ ଦୁଇ ମୁଣ୍ଡକୁ ଯୋଡି ଦିଅ । ଆମକୁ ଗୋଟିଏ ଗୋଲ ପଟି ମିଳିବ
୩- ପଟିର ଭିତରପଟରେ ଗୋଟିଏ ଜାଗାରେ ଅଠା ଲଗାଇ ଯୋଡିଦିଅ । ଇଂରାଜୀ ୮ ଭଳି ଆକାରର ପଟି ମିଳିବ


୪- ଏବେ ଏହି ପଟିକୁ ଟିକିଏ ଉଚ୍ଚ ଜାଗାରୁ ତଳକୁ ପକାଇ ଦିଅ

ଦେଖ କେମିତି କାଗଜଟି ଘୁରି ଘୁରି ତଳେ ପଡୁଛି ।

Leave A Reply

Your email address will not be published.