Latest Odisha News

BREAKING NEWS

ଅସ୍ତରଙ୍ଗର ଚାଷଜମିରେ ପ୍ରବେଶ କଲା ସମୁଦ୍ର ଜଳ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସମୁଦ୍ର ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଉଦୟକାନି ପଞ୍ଚାୟତର ୫ଟି ଗ୍ରାମର ଚାଷଜମିରେ ବୁଧବାର ସକାଳୁ ସମୁଦ୍ର ପାଣି ଲହଡ଼ି ମାରୁଥିବା ଲୋକେ ଦେଖିବାକୁ ପାଇଥିଲେ ।

BjdElectrycity

ସମୁଦ୍ର ପାଣି ଚାଷଜମିରେ ପ୍ରବେଶ କରିଥିବା ଦେଖିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ତେବେ ସମୁଦ୍ରର ଏହି ଲୁଣି ପାଣି ଫସଲ ନଷ୍ଟ କରିଦେବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.