Latest Odisha News

କରୋନା ଟିକା ନେଲେ ଅଭିନେତ୍ରୀ ଶର୍ମିଲା ଟାଗୋର

ନୂଆଦିଲ୍ଲୀ: ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କୁ କରୋନା ଟିକାକରଣ କରାଯାଇଛି। ଝିଅ ସୋହା ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ତାଙ୍କ ପୁଅ ସୈଫ ଅଲି ଖାନ, ଧର୍ମେନ୍ଦ୍ର, ହେମା ମଲିନୀ, କମଲ ହାସନ, ନାଗାର୍ଜୁନ, ଜିତେନ୍ଦ୍ର, ପରେଶ ରାୱଲ, ଅନୁପମ ଖେର, ସତୀଶ ଶାହା, ନୀନା ଗୁପ୍ତା ଏବଂ ଗଜରାଜ ରାଓଙ୍କ ପରି ଅଭିନେତାମାନେ କରୋନାଭାଇରସ ସଂକ୍ରମଣରେ ଟିକାକରଣ କରାଯାଉଥିବା ପ୍ରମୁଖ ସେଲିବ୍ରିଟିମାନଙ୍କ ମଧ୍ୟରେ ଅଛନ୍ତି।

 

Comments are closed.