Latest Odisha News

ଆରପାରିରେ ନବୀନଙ୍କ ଭିଣୋଇ ସୋନି ମେହେଟ୍ଟା

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ତଥା ଗୀତା ମେହେଟ୍ଟାଙ୍କର ସ୍ୱାମୀ ସୋନିଙ୍କର ଗତକାଲି ଦେହାନ୍ତ ଘଟିଛି । ସେ ଜଣେ ଅନ୍ତର୍ଜାତୀୟ ପ୍ରକାଶକ ଓ ସମ୍ପାଦକ ଭାବେ ମଧ୍ୟ ବେଶ ପରିଚିତ ଥିଲେ ।

ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ୱିଟ୍ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.