Latest Odisha News

BREAKING NEWS

ସୋନି ଇଣ୍ଡିଆ ପକ୍ଷରୁ ଦୁର୍ଗାପୂଜାର ଆକର୍ଷଣୀୟ ଅଫର୍; କେଉଁ ସାମଗ୍ରୀ ଉପରେ ମିଳିବ ଅଫର୍ ଜାଣନ୍ତୁ

ଭୁବନେଶ୍ବର: ସୋନି ଇଣ୍ଡିଆ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ସହଜରେ ଇଏମ୍‌ଆଇ, ଜିରୋ ଡାଉନ୍‌ ପେମେଣ୍ଟ ଏବଂ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଭଳି ଆକର୍ଷଣୀୟ ଅଫର୍ ପାଇପାରିବେ।

ସୋନି ବ୍ରାଭିଆ ଟିଭି, ସାଉଣ୍ଡ୍‌ ବାର୍ ଏବଂ ହୋମ୍ ଥିଏଟର୍ ଉପରେ ଆକର୍ଷଣୀୟ ଅଫର୍ ରହିଛି। ଏ ନେଇ କମ୍ପାନୀ ବିକ୍ରି ମୁଖ୍ୟ ସତୀଶ ପଦ୍ମନାଭନ କହିଛନ୍ତି ଯେ ଦୁର୍ଗାପୂଜା ଭଳି ସ୍ବତନ୍ତ୍ର ଉତ୍ସବ ସମୟରେ ଏଭଳି ଅଫର୍ ଆଣିଥିବାରୁ ଆମେ ବହୁତ ଖୁସି।

Leave A Reply

Your email address will not be published.