Latest Odisha News

BREAKING NEWS

ବେଆଇନ୍ ମଦ ବିକ୍ରି ବେଳେ ଚଢାଉ, ୨ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶ ମଦ ବିକ୍ରି ବେଳେ ସ୍ପେଶାଲ୍ ସ୍କ୍ୱାଡର ଚଢ଼ାଉ । ବାଲିଅନ୍ତା ଥାନା ଅନ୍ତର୍ଗତ ତଳଗଡ଼ରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଖାନନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ତଳଗଡ଼ର ସଞ୍ଜୟ ଭୋଇ । ଚଢ଼ାଉ ବେଳେ ପୋଲିସ ବିଭିନ୍ନ ବ୍ରାଣ୍ଡର ୨୧୨ ବୋତଲ ବିଦେଶୀ ମଦ ଜବତ କରିଛି । ଏହାସହ ୭୫ ଲିଟର ଦେଶୀ ମହୁଲି ବି ଜବତ କରାଯାଇଛି । ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.