Latest Odisha News

BREAKING NEWS

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଗଜପତି : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା କୁଆଁପଡା ଗାଁ ନିକଟରୁ କଲରାପତରିଆ ବାଘ ଛାଲ୍ ଡିଲ୍ ହେଉଥିବା ବେଳେ ବନ ବିଭାଗ ଚଢାଉ କରି ବାଘ ଛାଲ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ବାଘ ଛାଲ ବେପାରୀକୁ ପଚରା ଉଚରା ଜାରି ରଖିଛି ବନ ବିଭାଗ ।

BjdElectrycity

ଏସଟିଏଫ୍ ସ୍ପେସାଲ ଡ୍ରାଭରରେ ଏପର୍ଯ୍ୟନ୍ତ ୨୬ ଟି ବାଘ ଛାଲ , ୧୫ଟି ହାତୀ ଦାନ୍ତ , ୭ ଟି ହରିଣ ଛାଲ , ୧୧ଟି ଜୀବନ୍ତ ବଜ୍ରକାପ୍ତା  ୧୯କେଜିର ବଜ୍ରକାପ୍ତା କାତି ,୨ଟି ବାଘ ଦାନ୍ତ ଏବଂ ୪୬ଟି ଶୁଆ ଜବତ ହୋଇଛି । ଏହି ସବୁ ମାମଲାର ସଂପୃକ୍ତ ୬୦ଜଣଙ୍କୁ ବନ ବିଭାଗ ଗିରଫ କରିଛି ।

Comments are closed, but trackbacks and pingbacks are open.